କାର ପାଇଁ ବ୍ୟାଙ୍କରୁ ଋଣ ନେଇଥିଲେ ଶାସ୍ତ୍ରୀ : ମୃତ୍ୟୁ ପରେ ପତ୍ନୀ ଶୁଝିଥିଲେ ବାକି ଥିବା କିସ୍ତି

ନୂଆଦିଲ୍ଲୀ: ଆଜିକାଲି ନେତାମାନେ ଲକ୍ଷ ଲକ୍ଷ ଟଙ୍କାର କାରରେ ବୁଲୁଛନ୍ତି। ନାମିଦାମୀ କମ୍ପାନିର କାର କିଣିବା ପାଇଁ ନେତାମାନେ ଆଗ୍ରହ ପ୍ରକାଶ କରୁଥିବାବେଳେ ଆଜି ଆମେ ଆପଣଙ୍କୁ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ବାବଦରେ କିଛି ଅଜଣା କଥା କହିବୁ। ଯାହାକୁ ଜାଣିବା ପରେ ଆପଣ କହିବେ ସତରେ କଣ ଏମିତି ବି ଜଣେ ନେତା ଥିଲେ। ଆଜି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀ। … Continue reading କାର ପାଇଁ ବ୍ୟାଙ୍କରୁ ଋଣ ନେଇଥିଲେ ଶାସ୍ତ୍ରୀ : ମୃତ୍ୟୁ ପରେ ପତ୍ନୀ ଶୁଝିଥିଲେ ବାକି ଥିବା କିସ୍ତି